ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କଥା ଉଠାଇଲେ ମୋଦୀ : ସୁରକ୍ଷା ପ୍ରତିଶ୍ରୁତି ଦେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନିଜ୍

ନୂଆଦିଲ୍ଲୀ: ଗତ କିଛି ମାସ ହେଲା ଅଷ୍ଟ୍ରେଲିଆରେ ଥିବା ହିନ୍ଦୁ ମନ୍ଦିରଗୁଡ଼ିକ ଉପରେ ଆକ୍ରମଣ ମାମଲା ବଢିଚାଲିଛି। ଏହାକୁ ନେଇ ସେଠାରେ ରହୁଥିବା ହିନ୍ଦୁମାନେ ଆତଙ୍କରେ ଅଛନ୍ତି। ଏସବୁ ଆକ୍ରମଣକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସହ ଏହି ପ୍ରସଙ୍ଗକୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜଙ୍କ ଆଗରେ ଉଠାଇଛନ୍ତି।ଶୁକ୍ରବାରଦିନ ଆନ୍ଥୋନୀ ଆଲବାନିଜଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ … Continue reading ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କଥା ଉଠାଇଲେ ମୋଦୀ : ସୁରକ୍ଷା ପ୍ରତିଶ୍ରୁତି ଦେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନିଜ୍